ଗଞ୍ଜାମ ଜିଲ୍ଲାରେ ଲୁଟେରା ଗିରଫ

ଆଜି ଗଞ୍ଜାମ ପୋଲିସ ୧୦ ଜଣ ଲୁଟେରା ଓ ପାଞ୍ଚ ଜଣ  କ୍ରେତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଏହି ଲୁଟେରା ମାନେ ଗତ ମାସ ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ଗ୍ରାମର ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ପ୍ରାୟ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ। ଏହି ଚୋରା ସାମଗ୍ରୀକୁ ବିକ୍ରି କରିବା ବେଳେ କ୍ରେତାଙ୍କ ସହ ଆଜି ପୋଲିସ ଗିରଫ କରିବା କଥା ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।
ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |

ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କ ମୃତ୍ୟୁ