ଟ୍ରକ ଧକ୍କାରେ ଖେଳ ଶିକ୍ଷକ ମୃତ ।

ଟ୍ରକ ଧକ୍କାରେ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଗନ୍ନାଥ ଦାଶ ମୃତ ।
ଢେଙ୍କାନାଳ, ଅନୁଗୋଳ (  ୧୭.୧୧.୨୦୨୦ ):- ମୋଟଙ୍ଗା ଥାନା ଗଉଡ଼କାଟେଣି କେନାଲ ପୂର୍ବରୁ ଦୃଘଟଣା, 
ଟ୍ରକ ଧକ୍କାରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ । ସୂଚନା ମୁତାବକ ଉକ୍ତ ମୃତ ବ୍ୟକ୍ତି ଜଣଙ୍କ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଗନ୍ନାଥ ଦାଶ ଅଟନ୍ତି । 
ଅନୁଗୋଳ ରୁ ଶିବାଶିଷ ରାଉତ Cprime odisha

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |