କେଶରୀୟା ହିନ୍ଦୁ ବାହିନୀ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

କେଶରୀୟା  ହିନ୍ଦୁ ବାହିନୀ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ବଲାଙ୍ଗୀର : ତା :18/11/2020 ବଲାଙ୍ଗୀର କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ବଲାଙ୍ଗୀର ର  ବମର ହୋଟେଲ ରେ କେଶରୀୟା ହିନ୍ଦୁ ବାହିନୀ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ସନ୍ତୋଷ ଭୋଳ, ନଗର ସଭାପତି  ସନ୍ତୋଷ ସାହୁ, ଶଙ୍କରସନ ଆଚାର୍ଯ୍ୟ, ଶ୍ୟାମ ସୁନ୍ଦର ବିଶି, ସୁଶୀଲ ମହାକୁର, ନାରାୟଣ ମହାକୁର, ପ୍ରଦୀପ ସାହୁ, ଦେବରାଜ ନାଗ, ଆଲୋକ ପଣ୍ଡା, ଗଣେଶ୍ୱର ରଥ, ଗିରିଧାରୀ ସାହୁ, ରମେଶ ବାଗ, ମନମୋହନ ସେଠ, ଅଂଶୁମାନ ପଟେଲ  ଓ  ଅନ୍ୟାନ୍ୟ ସଦସ୍ୟ  ଉପସ୍ଥିତ ଥିଲେ l
ରିପୋର୍ଟ 
ସଦାନନ୍ଦ ଠାକୁର 
ଡିସି, ବଲାଙ୍ଗୀର

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଫାଣ୍ଡି ପାଇଁ ସ୍ଥାନ ଅଧିକରଣ

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଓ AIKS ସମିତି ଦ୍ବାରା ଚକାଜାମ୍