ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କଂ ଡି.ଆର.ଡି.ଏ. ରେ ସମୀକ୍ଷା ବୈଠକ

ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କଂ ଡି.ଆର.ଡି.ଏ. ରେ ସମୀକ୍ଷା ବୈଠକ
ଆଜି ମାଲକାନଗିରି ଜିଲ୍ଲା DRDA କନ୍ଫେରେନସ୍ ହଲରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ, IAS କଂ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୂଖ୍ୟତଃ ଜିଲ୍ଲାରେ ଲାଇନ୍ ବିଭାଗଦ୍ବାରା କାର୍ଯ୍ୟ କାରି କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମର ଏକ ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳକଂ ଏହି ପଦକ୍ଷେପ କୁ ସାଧାରଣ କର୍ମଚାରୀ ମାନେ ପ୍ରଶଂସା କରାଯାଉଥିବା 
ଦେଖାଯାଇଛି।
ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ।

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |