୨୦୧୯ରେ ତିଆରି ରାସ୍ତା ୨୦୨୦ରେ ଧୂଳିସାତ

୨୦୧୯ରେ ତିଆରି ରାସ୍ତା ୨୦୨୦ରେ ଧୂଳିସାତ
୨୦୧୯ ଜାନୁୟାରୀ ରେ ଶେଷ ହୋଇଥିବା ମାଥିଲି ଝୁଲନି ବାହାଲ ରୁ ଗଡିଆଲି ସାଢେ ତିନି କିଲୋମିଟର ରାସ୍ତାର ଏଇଟା ଆଜିର ଚିତ୍ର । ଏକ କୋଟି ଏକୋଇଶ ଲକ୍ଷ ଟଙ୍କାରେ ଜଣେ କଂଟାକ୍ଟର ଏ ରାସ୍ତା ତିଆରି କରିଛନ୍ତି । ଅବସ୍ଥା ତ ଆପଣ ଦେଖି ପାରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ପାଇଁ ବି ଅଛି କିନ୍ତୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ପ୍ରକାର ଧ୍ୟାନ ଏଥି ନିମନ୍ତେ ନାହିଁ, ଏଣେ ରାସ୍ତାକୁ ବ୍ୟବହାର କରୁଥିବା ଯାତ୍ରୀଙ୍କ ଅବସ୍ଥା ଖରାପ ।  ଦୟାକରି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ଜନସାଧାରଣରେ ଦାବୀ କରା ଯାଉଛି।
ରିପୋର୍
ବିପୁଲ ସରକାର
ମାଲକାନଗିରି

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ