କୃଷି ବିଲ ବିରୋଧ କରି ବନ୍ଦ ପାଳନ
କୃଷି ବିଲଜୁ ବିରୋଧ କରି ଭାରତ ବନ୍ଦ
ଗତ ୮ ତାରିଖ ଦିନ ଜୟଦେବ ନିର୍ବାଚନ ମଣ୍ଡଳୀ ର ବାଲିପାଟଣା ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ କରି ଶାନ୍ତିପୁର୍ଣ୍ଣ ଭାରତ ବନ୍ଦ ଡାକରାକୁ ସମର୍ଥନ କରା ଯାଇଥିଲା। ଏହି ବନ୍ଦ ଡାକରା ରେ ଅନେକ ସ୍ଥାନୀୟ କର୍ମୀ ତଥା ଜନସାଧାରଣ ଉପସ୍ଥିତ ରହି ନିଜର ସମର୍ଥନ ଜଣାଇଥିଲେ ।
ରିପୋର୍ଟ
ପ୍ରଦୀପ ଭୋଇ
ବାଲିଅନ୍ତା
Comments
Post a Comment