କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ
ଗତ କାଲି ଫେବ୍ରୁଆରୀ ୧୫ ତାରିଖରେ ଜୟଦେବ କଂଗ୍ରେସ କର୍ମୀ ମାନଙ୍କ ଡ଼ାକରାରେ ଓଡିଶା ବନ୍ଦ ପାଇଁ ସ୍ଥାନୀୟ ଅଞ୍ଚଳରେ ବନ୍ଦ କରିଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିଥିଲା । ଏହି ଆନ୍ଦୋଳନ ପେଟ୍ରୋଲ ଓ ଡିଜେଲର ଅତ୍ୟଧିକ ମୂଲ୍ୟବୃଦ୍ଧି ବିରୁଦ୍ଧରେ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ପ୍ରାର୍ଥୀ ବେଣୁଧର ଭୋଇ, କାହ୍ନୁ ଚରଣ ଦାସ ତଥା ଅନେକ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ। 
ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକମାନେ ସହଯୋଗ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ଏହି ଆନ୍ଦୋଳନ ଜାରି ରହିଥିଲା।

ରିପୋର୍ଟ
ପ୍ରଦୀପ
ବାଲିଅନ୍ତା

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |

ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କ ମୃତ୍ୟୁ