ନାସିକରେ ଦୁଃଖଦମୟ ଘଟନା; ୨୨ କୋଭିଡ଼ ରୋଗୀ ମୃତ

 



ଆଜି ନାଶିକର ଜାକିର ହୁସେନ୍ ହସ୍ପିଟାଲରେ ଅମ୍ଳଜାନ ଟାଙ୍କି ଲିକ୍ ହେବା ପରେ ଅତି କମରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଘଟଣା ସମୟରେ ଡାକ୍ତରଖାନାରେ ପ୍ରାୟ ୧୭୧ ରୋଗୀ ଉପସ୍ଥିତ ଥିଲେ।

ଲିକ୍ ହେତୁ ଅମ୍ଳଜାନ ଯୋଗାଣ ଅଧ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲାଯେଉଁ କାରଣରୁ ଭେଣ୍ଟିଲେଟରରେ ପ୍ରାଣ ହରାଇଥିଲେନାସିକ୍ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର କୈଲାଶ ଯାଦବ କହିଛନ୍ତି। ଅମ୍ଳଜାନ ଟ୍ୟାଙ୍କ ଯାହା ଏକ ଘରୋଇ କମ୍ପାନୀ ଦ୍ଵାରା ପ୍ରଦାନ କରାଯାଇଥାଏ। ସେହି କମ୍ପାନୀ ଏହି ଟ୍ୟାଙ୍କର ରକ୍ଷଣାବେକ୍ଷଣ ପାଇଁ ଯତ୍ନ ନେଉଛି ବୋଲି ନାଶିକ କଲେକ୍ଟର ସୁରଜ ମଣ୍ଡେରେ କହିଛନ୍ତି। ଏହି ଲିକେଜକୁ ନିୟନ୍ତ୍ରଣକୁ ନିଆଯାଇଛି ବୋଲି ମହାରାଷ୍ଟ୍ର ମନ୍ତ୍ରୀ ରାଜେଶ ଟୋପ କହିଛନ୍ତି। ଅନ୍ୟ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।



Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |

ମାଓବାଦୀ ଓ ପୋଲିସ ଗୁଳି ବିନିମୟ